Jump to content

ଗୌରୀଗୁରୁ

ଉଇକିଅଭିଧାନ‌ରୁ

ଗୌରୀଗୁରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୌରୀ+ଗୁରୁ)

[ସମ୍ପାଦନା]
୧. ମହାଦେବ — ୧. Mahādeba.
୨. ହିମାଳୟ ପର୍ବତ —୨. The Himalayas.