ଗୌରୀଚରଣ ମହାନ୍ତି
ଆଧୁନିକ ଯୁଗର ଜନୈକ ଓଡ଼ିଆ କବି — An oria poet of the present age.
[ଦ୍ରଷ୍ଟବ୍ୟ — ଏହାଙ୍କ ବାସସ୍ଥାନ ଢ଼େଙ୍କାନାଳରେ ଥିଲା 'ଦର୍ଶନଚନ୍ଦ୍ର' ନାମକ ଖଣ୍ଡିଏ ପୁସ୍ତକ ଏହାଙ୍କଦ୍ୱାରା ରଚିତ— ତାରିଣୀ—ଉତ୍କଳ ସାହିତ୍ୟ ଇତିହାସ]