Jump to content

ଗୌରୀପଟ୍ଟ

ଉଇକିଅଭିଧାନ‌ରୁ

ଗୌରୀପଟ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମାଧା; ଗୌରୀରୂପ ପଟ୍ଟ)

[ସମ୍ପାଦନା]

ଶିବଲିଙ୍ଗର ଚାରିପାଖେ ବେଢ଼ିଥିବା ପ୍ରସ୍ତରନିର୍ମିତ ଶକ୍ତି; ଯେଉଁ ଗୋଲାକାର ଗଭୀର ପଥରଚକଡ଼ା ମଧ୍ୟରେ ଶିବଲିଙ୍ଗ ଉଠିଥାଏ —The circular palte of stone around the Ṡibaliṅga or phallus of Ṡiba; (symbolising the female creative organ).