Jump to content

ଗୌରୀପୁତ୍ର

ଉଇକିଅଭିଧାନ‌ରୁ

ଗୌରୀପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୌରୀ+ପୁତ୍ର)—ବି ୧ କାର୍ତ୍ତିକେୟ

[ସମ୍ପାଦନା]
୧. କାର୍ତ୍ତିକେୟ — ୧. Kārttikeya.
୨. ଅଷ୍ଟମବର୍ଷରେ ବିବାହିତା କନ୍ୟାର ଗର୍ଭଜାତ ପୁତ୍ର — ୨. The son of a women married at the age of eight.