ଗୌରୀଶଙ୍କର ରାୟ
ଦେଖଣା
ଗୌରୀଶଙ୍କର ରାୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଏ ଉତ୍କଳଦୀପିକାର ପୂର୍ବତନ ସଂପାଦକ —The late Babu Goureesankaer Raj, editor of the Utkal Dipika and managing director of the Cuttack Printing Company for ୪୦ years.
[ଦ୍ରଷ୍ଟବ୍ୟ —ବହୁପୁରୁଷ ହେଲା ବଙ୍ଗଦେଶରୁ ଆସି ଉତ୍କଳର ସ୍ଥାୟୀ ଅଧିବାସୀ ହୋଇଥିବା କାୟସ୍ଥ ବଂଶରେ ୧୮୩୮: ଖ୍ରୀଷ୍ଟାବ୍ଦରେ ଅସୁରେଶ୍ୱରର ଦୀକ୍ଷିଣପଡ଼ାରେ ଏହାଙ୍କର ଜନ୍ମ ଏ ଖୁବ୍ ଦକ୍ଷତା ଓ ନିର୍ଭୀକତା ସହକାରେ ପ୍ରାୟେ ୪ ବର୍ଷ ଉତ୍କଳ ଦୀପିକାକୁ ଓ କଟକ ପ୍ରିଣ୍ଟିଙ୍ଗ କୋମ୍ପାନି ଛାପାଖାନାକୁ ଚଳାଇଥିଲେ ଏ କଟକବାସୀଙ୍କୁ ଗୋଟିଏ ଟାଉନ୍ ଲାଇବେରୀହଲ୍ ଉତ୍କଳବାସୀ ବଙ୍ଗୀୟ କାୟସ୍ଥମାନଙ୍କ ପାଇଁ ଗୋଟିଏ ଛାତ୍ରାବାସ ଓ ଅସୁରେଶ୍ୱର— ବାସୀଙ୍କୁ ଗୋଟିଏ ଡ଼ାକ୍ତରଖାନା ଦାନ କରି ଯାଇଅଛନ୍ତି୧୯୧୭: ମସିହା ମାର୍ଚ୍ଚ ମାସ ୭ ତାରିଖରେ ଏହାଙ୍କର ମୃତ୍ୟୁ ହୋଇଥିଲା]