ଗୌହାଟୀ
ଦେଖଣା
ଗୌହାଟୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଆସାମର ଗୋଟିଏ ପ୍ରସିଦ୍ଧ ସହର — Gowhatty, name of a town in Assam.
[ଦ୍ରଷ୍ଟବ୍ୟ — କାମାଖ୍ୟାରୁ ୨ମାଇଲ ଦୂରରେ ବ୍ରହ୍ମପୁର ନଦୀକୂଳରେ ଏ ସହର ଅବସ୍ଥିତ ଏହାର ପ୍ରାଚୀନ ନାମ ପ୍ରାଗ୍ଜ୍ୟୋତିଷପୁର, ହର କୋପାନଳରେ କନ୍ଦପ ଦଗ୍ଧ ହୋବା ପରେ ଏଠାରେ ସ୍ୱଦେହ ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି— ମଦନମୋହନ— ତୀର୍ଥଦର୍ଶନ—୪ର୍ଥ ଭାଗ ଏହା କାମରୂପ ଜିଲ୍ଲାର ରାଜଧାନୀ ଓ ଆସାମ ପ୍ରଦେଶର ରା଼ଜଧାନୀ]