ଗ୍ରଥନା
ଦେଖଣା
ଗ୍ରଥନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗ୍ରଥ୍ ବା ଗ୍ରନ୍ଥ ଧାତୁ +ଭାବ. ଅନ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଜଳୀୟପଦାର୍ଥ ଜମାଟ ବାନ୍ଧିବା — ୧. Coagulation; thickening of fluid.
- ୨. ଗୁନ୍ଥିବା; ଗୁମ୍ପନ; ବହୁ ବସ୍ତୁକି ସୂତାଆଦିଦ୍ୱାରା ଯୋଡ଼ିବା — ୨. Act of stringing together.
- ୩. ରଚନା —୩. Coposition.
- ୪. ଏକତ୍ର ରଚନା; ଗାନ୍ଥିକ; ବହୁ ବସ୍ତୁ ଏକତ୍ର ସଜାଇବା କର୍ମ ୪. Laying together (as a course of bricks); masonry.