Jump to content

ଗ୍ରଥୀ

ଉଇକିଅଭିଧାନ‌ରୁ

ଗ୍ରଥୀ

ଉଚ୍ଚାରଣ

[ସମ୍ପାଦନା]
(ଗ୍ରଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗ୍ରନ୍ଥ+କର୍ତ୍ତୃ. ଇନ; ଗ୍ରଥିକ୍; ୧ମା;୧ବ)

[ସମ୍ପାଦନା]
୧. ଯେ କଳ୍ପନା କରେ — ୧. Imagining; building castles in the air.
୨. ଯେ ମିଥ୍ୟା କହେ —୨. lying.