ଗ୍ରନ୍ଥ
ଦେଖଣା
ଗ୍ରନ୍ଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗ୍ରନ୍ଥ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ପୁସ୍ତକ; ପୋଥି — ୧. Book; treatise.
- ୨. ଧର୍ମଗ୍ରନ୍ଥ; ଶାସ୍ତ୍ର — ୨. Scripture; religious treatise.
- ୩. ରଚନା; ସନ୍ଦର୍ଭ — ୩. Eassy; composition; literary production.
- ୪. ଧନ —୪. Wealth; property.
- ୫. (+ଭାବ. ଅ) ଗ୍ରନ୍ଥା —୫, Stringing together.
- ୬. ସମ୍ପର୍କ (ପ୍ରକୃତିବାଦ) —୬. Connection.
- ୭. ଅନୁଷ୍ଟୁପଛନ୍ଦ, ୩୨: ଅକ୍ଷରବିଶିଷ୍ଟ ଶ୍ଳୋକ — ୭. A verse of ୩୨ syllables.
- ୮. ସମ୍ପତ୍ତି; ଧନ — ୮. Wealth; properties (Apte).
- ୯. ଏକତ୍ର ବାନ୍ଧିବା —୯. Binding (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]୧୮: କଣ୍ଠିବିଶିଷ୍ଟ ମାଳାକୁ ଉପର୍ଯ୍ୟୁପରି ୪ ଥର ଜପିବା —Telling the beads of a rosary (consisting of ୧୦୮ beads) four times.
ଚାରିବାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା