Jump to content

ଗ୍ରନ୍ଥକର୍ତ୍ତା

ଉଇକିଅଭିଧାନ‌ରୁ

ଗ୍ରନ୍ଥକର୍ତ୍ତା

ଉଚ୍ଚାରଣ

[ସମ୍ପାଦନା]
(ଗ୍ରନ୍ଥକର୍ତ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍; ଗ୍ରନ୍ଥ+କର୍ତ୍ତୃ. ୧ମା. ୧ବ)

[ସମ୍ପାଦନା]

ଶାସ୍ତ୍ର ପ୍ରଣେତା; ପୁସ୍ତକ ଲେଖକ — Author; Writer of a book.