Jump to content

ଗ୍ରନ୍ଥକୀଟ

ଉଇକିଅଭିଧାନ‌ରୁ

ଗ୍ରନ୍ଥକୀଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ) (ଗ୍ରନ୍ଥ+କୀଟ)

[ସମ୍ପାଦନା]
୧. (୬ଷ୍ଠୀ ତତ୍) ଯେଉଁ ପୋକ ପୋଥି ପ୍ରଭୃତିରେ ରହି ତାକୁ କାଟନ୍ତି
୨. (ଲକ୍ଷଣାର୍ଥ) ଯେ ସର୍ବଦା ପୁସ୍ତକାଧ୍ୟନରେ ଲାଗିଥାଏ — ୨. Book-Worm.

ହେ ପଣ୍ଡିତକୁଳ, ଆତ୍ମଜ୍ଞାନାରେ ପଡ଼ି ଗ୍ରନ୍ଥକୀଟ ହୋଇ ସିନା କଟାଉଛ ବୃଥା ଯୁବାକାଳ କବିତାର ସଂକଳ୍ପ ଆମୋଦେ—ରାଧାନାଥ. ମହାପାତ୍ର