Jump to content

ଗ୍ରନ୍ଥଚୁମ୍ୱକ

ଉଇକିଅଭିଧାନ‌ରୁ

ଗ୍ରନ୍ଥଚୁମ୍ୱକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଆଧୁନିକ ବ୍ୟଙ୍ଗ ପ୍ରୟୋଗ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି କେବଳ ଗ୍ରନ୍ଥଗୁଡିଏ ପଡିଛି କିନ୍ତୁ ତହିଁ ସମ୍ୱନ୍ଧେ ସମ୍ୟକ ଜ୍ଞାନ ଲାଭ କରି ପାରି ନାହିଁ —୧. (ironical) A bookish person; a superficial reader of books.


୨. ଯେଉଁ ବ୍ୟକ୍ତି ଗୁଡିଏ ଗ୍ରନ୍ଥ ପାଠ କରିଅଛି କିନ୍ତୁ ବ୍ୟବହାରିକ ଜ୍ଞାନବିରହିତ — ୨. A person who has enough of book learning but no practical knowledge.