ଗ୍ରନ୍ଥବନ୍ଧନ
ଦେଖଣା
ଗ୍ରନ୍ଥବନ୍ଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୩ୟା ତତ୍ କିମ୍ୱା ରୂପକ କର୍ମଧା)
[ସମ୍ପାଦନା]- ୧. ଗଣ୍ଠି ପକାଇବା — ୧. Tying a knot.
- ୨. ବିବାହକାଳୀନ ବରକନ୍ୟାଙ୍କ ବସ୍ତ୍ରରେ ଗଣ୍ଠି ପକାଇବା; ଗଇଣ୍ଠାଳ ପକାଇବା —୨. Knotting or tying together of the cloths of the marry-ing couple; tying the marriage-knot
[ଦ୍ରଷ୍ଟବ୍ୟ —ବିବାହ ଉପଲକ୍ଷରେ ବର କନ୍ୟାଙ୍କର ଦକ୍ଷିଣହସ୍ତ କରତଳଦ୍ୱୟକୁ ଜୋଡି ତାହା ପୁରୋହିତଙ୍କଦ୍ୱାରା କୁଶଳରେ ଗଣ୍ଠି ପକାଇ ମଧ୍ୟ ବନ୍ଧାଯାଏ ]