ଗ୍ରନ୍ଥସନ୍ଧି
ଦେଖଣା
ଗ୍ରନ୍ଥସନ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରନ୍ଥ+ସନ୍ଧି)
[ସମ୍ପାଦନା]ପୁସ୍ତକର ଅଧ୍ୟାୟ — A section or chapter of a book.
[ଦ୍ରଷ୍ଟବ୍ୟ - ଭିନ୍ନ ଭିନ୍ନ ଗ୍ରନ୍ଥରେ ସନ୍ଧିମାନଙ୍କର ଭିନ୍ନ ଭିନ୍ନ ନାମ ଥାଏ, ଯଥା—ଅଧ୍ୟାୟ, ସର୍ଗ, ପରିଚ୍ଛେଦ, ଅଙ୍କ, ପର୍ବ, ପଟଳ, ବର୍ଗ, ଉଦ୍ଘାତ, ଉଚ୍ଛ୍ୱାସ, ପ୍ରକରଣ, କାଣ୍ଡ, ସ୍କନ୍ଧ, ସଂଗ୍ରହ, ପରିବର୍ତ୍ତ, ଆହ୍ନିକ, ରତ୍ନାକର ]