Jump to content

ଗ୍ରନ୍ଥସାହେବ୍

ଉଇକିଅଭିଧାନ‌ରୁ

ଗ୍ରନ୍ଥସାହେବ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥ+ଫରାସୀ - ସମ୍ମାନାର୍ଥ ଉପାଧି ସାହବ୍)

[ସମ୍ପାଦନା]

ଶିଖମାନଙ୍କ ଧର୍ମ ପୁସ୍ତକ — The scripture of the Sikhs.

[ଦ୍ରଷ୍ଟବ୍ୟ — ଏଥିରେ ଶିଖ ଗୁରୁମାନଙ୍କ ଉପଦେଶମାନ ସଂଗୃହୀତ ହୋଇଅଛି ଓ ଏହା ଗୁରୁମୁଖୀ ଭାଷାରେ ଲିଖିତ ଶିଖମାନଙ୍କ ଧର୍ମ ମନ୍ଦିର 'ଗୁରୁ ଦ୍ୱାର' ମାନଙ୍କରେ ଗ୍ରନ୍ଥ ସାହେବ ପାଠ କରାଯାଏ ଓ ପୂଜା ପାଏ ଏବଂ ବିମାନରେ 'ଗ୍ରନ୍ଥସାହେବ'କୁ ସ୍ଥାପନ କରି ଶିଖମାନେ ଶୋଭା ଯାତ୍ରା କରନ୍ତି ]