ଗ୍ରନ୍ଥିକ
ଦେଖଣା
ଗ୍ରନ୍ଥିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ)
[ସମ୍ପାଦନା]- ୧. ଦୈବଜ୍ଞ; ଗଣକ — ୧. Astrologer; Fortuneteller.
- ୨. ବିରାଟ ଭବନରେ ଅଜ୍ଞାତ ବାସ କାଳରେ ନକୁଳଙ୍କ ଛଦ୍ମ ନାମ ୨. Name assumed by Nakuḻa living in disguise in the court of king Birāṭa.
ନକୁଳ ବୋଇଲେ ମୁଁ ଯୁଧିଷ୍ଠରଙ୍କର ଆଶୁ ଅଧିକାରୀ ଗ୍ରନ୍ଥିକ ନାମ ମୋର କୃଷ୍ଣସିଂହ. ମହାଭାରତ ବିରାଟ
- ୩. କାନର ବାହାରର ରୋଗ; କାନକଟା ରୋଗ — ୩. A disease of the outer ear.
- ୪. ପିପ୍ପଳୀମୂଳ (ଦେଖ) - ୪. Pippaḻīmūḻa (see)
- ୫. ଗ୍ରନ୍ଥିପର୍ଣ୍ଣ; ଗଣ୍ଠି ଅନା ଗଛ (ହିନ୍ଦୀ - ଶବ୍ଦସାଗର) — ୫. A fragrant tree.
- ୬. ଗୁଗୁଳ (ହିନ୍ଦୀ - ଶବ୍ଦସାଗର) —୬. Bdellium.
- ୭. କରୀର (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୭. Karīra (see)