Jump to content

ଗ୍ରନ୍ଥିପର୍ଣ୍ଣ

ଉଇକିଅଭିଧାନ‌ରୁ

ଗ୍ରନ୍ଥିପର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗଣ୍ଠିଅନା ଗଛ — Name of a fragrant tree.

[ଦ୍ରଷ୍ଟବ୍ୟ —ଅନ୍ୟ ସଂସ୍କୃତ - ନାମ—ଗ୍ରନ୍ଥିକ, କାକପୁଷ୍ପ, ଗୁଚ୍ଛକ, ନୀଳପୁଷ୍ପ, ସୁଗନ୍ଧ ଓ ତୈଳପର୍ଣ୍ଣକ ବୈଦ୍ୟକ ଅନୁସାରେ ଏହା ତିକ୍ତ କଟୁରସ. ତୀକ୍ଷ୍ଣ, ଉଷ୍ଣବୀର୍ଯ, ଅଗ୍ନିଦୀପକ ଓ ଲଘୁ; ଏହା କଫ, ବାୟୁ, ବିଷ, ଶ୍ୱାସ, କଣ୍ଡୂ ଓ ଦୌର୍ଗନ୍ଧ୍ୟନାଶକ ]