Jump to content

ଗ୍ରନ୍ଥିବା

ଉଇକିଅଭିଧାନ‌ରୁ

ଗ୍ରନ୍ଥିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗ୍ରନ୍ଥନ)

[ସମ୍ପାଦନା]
୧. ଗ୍ରନ୍ଥିବା; ଗ୍ରଥନ କରିବା; ଗାନ୍ଥିବା — ୧. To string; to sew together.
୨. ଗ୍ରନ୍ଥ ରଚନା କରିବା —୨. To compose a book.

ଗ୍ରନ୍ଥଲେ ବିଷ୍ଣୁଗୁଣ ଗାଥା ଅଶେଷ କର୍ମ ହରିକଥା ଜଗନ୍ନାଥ. ଭାଗବତ