Jump to content

ଗ୍ରନ୍ଥିମୟ

ଉଇକିଅଭିଧାନ‌ରୁ

ଗ୍ରନ୍ଥିମୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରନ୍ଥି+ପ୍ରାଚୁର୍ଯ୍ୟାର୍ଥେ. ମୟ)

[ସମ୍ପାଦନା]

ଗଣ୍ଠିଗଣ୍ଠିଆ; ଯାହାର ଦେହରେ ବହୁତ ଗଣ୍ଠି ଅଛି — Knotty; full of knot.