ଗ୍ରନ୍ଥିଳ
ଦେଖଣା
ଗ୍ରନ୍ଥିଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗ୍ରନ୍ଥି+ଯୁକ୍ତାର୍ଥେ. ଳ)
[ସମ୍ପାଦନା]- ୧. ଗଣ୍ଠିଗଣ୍ଠିଆ; ବହୁ ଗ୍ରନ୍ଥିଯୁକ୍ତ —୧. Knotty; knotted.
- ୨. କୁଟିଳ —୨. Crooked.
- ୩. ଯେଉଁ ଜୀବମାନଙ୍କର ଦେହରେ ଗଣ୍ଠି ଅଛି (କଙ୍କଡା, ବିଛା ଇତ୍ୟାଦି) —୩. Articulated; having joints (animals).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଦା —୧. Ginger.
- ୨. ପିପ୍ପଳୀ ମୂଳ —୨. Root of long pepper.
- ୩. ଆଳୁ (ହିନ୍ଦୀ - ଶବ୍ଦସାଗର) —୩. Yam.
- ୪. ଚୋରକ (ହିନ୍ଦୀ - ଶବ୍ଦସାଗର) — ୪. Name of medicinal scent.