Jump to content

ଗ୍ରନ୍ଥୀ

ଉଇକିଅଭିଧାନ‌ରୁ

ଗ୍ରନ୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ଗ୍ରନ୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗ୍ରନ୍ଥ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବହୁଗ୍ରନ୍ଥ ରଚୟିତା —୧. Writer of voluminous work.
୨. ପୁସ୍ତକ ରକ୍ଷକ; ଲାଇବ୍ରେରିଆନ୍ —୨. Librarian.
୩. ଯାହା ନିକଟରେ ବହୁ ପୁସ୍ତକ ଥାଏ — ୩. One who has got a store of books.
୪. ଯେ ବହୁ ଗ୍ରନ୍ଥ ପଢ଼ିଅଛି — ୪. Well read; bookish.