ଗ୍ରନ୍ଥ୍ (ଧାତୁ)
ଦେଖଣା
ଗ୍ରନ୍ଥ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଗ୍ରଥ୍ (ଧାତୁ) (ଦେଖ) - ୧. Grath (root) (see)
- ୨. ଏକତ୍ର ସଜାଇବା; ଶ୍ରେଣୀବଦ୍ଧ କରିବା — ୨. To arrange or class together; to connect in a regular series.
- ୩. ଏକତ୍ର ବନ୍ଧିବା —୩. To tie together.
- ୪. ଚାରିପାଖେ ଗୁଡ଼ାଇବା — ୪. To wind round (Apte)
- ୫. ଉତ୍ପାଦନ କରିବା — ୫. To form, make or produce (Apte).
- ୬. ବୁଣିବା; ବିଞ୍ଚିବା — ୬. To set or strew with (Apte)