Jump to content

ଗ୍ରସ୍ତମୁକ୍ତ

ଉଇକିଅଭିଧାନ‌ରୁ

ଗ୍ରସ୍ତମୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (କର୍ଣଧାରୟ; ଆଦୌ ଗ୍ରସ୍ତ ପଶ୍ଚାତ୍ ମୁକ୍ତ)

[ସମ୍ପାଦନା]

ରାହୁ ବା କେତୁଦ୍ୱାରା ଆକ୍ରାନ୍ତ ହୋଇ ପରେ ମୋକ୍ଷପ୍ରାପ୍ତ (ସୂର୍ଯ୍ୟ ବା ଚନ୍ଦ୍ର) —Eclipsed and then freed (said of the sun or moon after eclipse).