ଗ୍ରସ୍ତାସ୍ତ
ଦେଖଣା
ଗ୍ରସ୍ତାସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ତ=ରାହୁଗ୍ରସ୍ତ+ଅସ୍ତ=ଅସ୍ତଗମନ)
[ସମ୍ପାଦନା]ଗ୍ରସ୍ତଅବସ୍ଥାରେ ଚନ୍ଦ୍ର ସୁର୍ଯ୍ୟାଦିଙ୍କର ଅସ୍ତଯିବା —The setting of the sun or the moon while still eclipsed.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗ୍ରସ୍ତ ଅବସ୍ଥାରେ ଅସ୍ତ ହୋଇଥିବା (ଚନ୍ଦ୍ର ସୂର୍ଯ୍ୟ) — Set while eclipsed (sun or moon).