ଗ୍ରସ୍ (ଧାତୁ)
ଦେଖଣା
ଗ୍ରସ୍ (ଧାତୁ) —
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଭୋଜନ କରିବା — ୧. To eat.
- ୨. ଗ୍ରାସ କରିବା —୨. To devour; to swallow.
- ୩. ଧରିବା —୩. To seize.
- ୪. ଆକ୍ରମଣ କରିବା — ୪. To attack; to overpower.
- ୫. ବିନାଶ କରିବା —୫. To destroy.
- ୬. ସୂର୍ଯ୍ୟ ବା ଚନ୍ଦ୍ରକୁ ଘୋଡ଼ାଇବା — ୬. To eclipse; to overspread.
- ୭. ଗୁଁପୁଁ କରିବା; କୌଣସି ବର୍ଣ୍ଣକୁ ଉଚ୍ଚାରଣବେଳେ ଲୁପ୍ତ କରିବା —୭. To slur over (Apte.).