Jump to content

ଗ୍ରହକୋପ

ଉଇକିଅଭିଧାନ‌ରୁ

ଗ୍ରହକୋପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରହ+କୋପ)

[ସମ୍ପାଦନା]

ମନୁଷ୍ୟ ବା ପୃଥିବୀ ଉପରେ ଗ୍ରହ ମାନଙ୍କ ଅଶୂଭ ଦୃଷ୍ଟି —Evil influence of planets on man and earth; result of malignant planets.