ଗ୍ରହଗୋଚର
=== ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଗ୍ରହ+ଗୋଚର)
(ଜ୍ୟୋତିଷ) ଜନ୍ମ ରାଶିରୁ ଗ୍ରହମାନଙ୍କର ଶୁଭାଶୁଭ ଗତି — The motion of planets from the sign of zodiac of a person's nativity.