ଗ୍ରହଣଖଣ୍ଡିଆ
ଦେଖଣା
ଗ୍ରହଣଖଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା](ଗ୍ରହଣଖଣ୍ଡି—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ(ସଂସ୍କୃତ - ଗ୍ରହଣ+ଖଣ୍ଡିତ)
[ସମ୍ପାଦନା]ଜନ୍ମରୁ ଯାହାର ନାକ ବା ଓଠ ଖଣ୍ଡିତ ହୋଇଥାଏ; ଖଣ୍ଡିତୋଷ୍ଠ (ବ୍ୟକ୍ତି) —(a person) Whose nostril or lips are split up before birth; hare-lipped; split-lipped.
[ ଦ୍ର—ଲୋକ ବିଶ୍ୱାସ ଅଛି ଯେ ଗର୍ଭିଣୀ ସ୍ତ୍ରୀ ଗ୍ରହଣ ସମୟରେ କୌଣସି ପଦାର୍ଥ କାଟିଲେ ବା ଭୂମିରେ ଗାର କାଟିଲେ କିମ୍ୱା ଗ୍ରହଣ ଦେଖିଲେ ଗର୍ଭସ୍ଥ ଶିଶୁର ନାକ ବା ଓଠ ଖଣ୍ଡିତ ହୋଇଥାଏ ]