ଗ୍ରହଣସ୍ନାନ
ଦେଖଣା
ଗ୍ରହଣସ୍ନାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; କର୍ମଧା; ଗ୍ରହଣ କାଳରେ କରଣୀୟ ସ୍ନାନ)
[ସମ୍ପାଦନା]ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ଓ ଗ୍ରହଣ ଛାଡ଼ିବା ସମୟରେ ହିନ୍ଦୁଶାସ୍ତ୍ରବିହିତ ସ୍ନାନ — Bath prescribed to be taken by a Hindu at the beginning and end of an eclipse.
[ ଦ୍ର—ଗ୍ରହଣ ସ୍ନାନ ଦୁଇ ପ୍ରକାର—ଆଦ୍ୟସ୍ନାନ ଓ ମୋକ୍ଷସ୍ନାନ ]