ଗ୍ରହଣ କରିବା
ଦେଖଣା
ଗ୍ରହଣ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନେବା —୧. To take.
- ୨. କାର୍ଯ୍ୟତଃ ଓ ବାକ୍ୟତଃ ସ୍ୱୀକାର କରିବା — ୨. To accept; to acknowledge.
- ୩. ଭୋଜନ କରିବା —୩. To eat; to taste.
- ୪. ବୋଧ କରିବା —୪. To comprehend.
- ୫. ଧରିବା —୫. To hold; to seize.
- ୬. ନେବା —୬. To take.