ଗ୍ରହଦଶା
ଦେଖଣା
ଗ୍ରହଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗ୍ରହ+ଦଶା; ଗ୍ରହଜନିତ ଦଶା)
[ସମ୍ପାଦନା]- ୧. (ଜ୍ୟୋତିଷ)—ଗ୍ରହର ଭୋଗକାଳ; ଗ୍ରହର ମନୁଷ୍ୟ ଜୀବନରେ ଅଧିକାର କାଳ — ୧. (astrology) The aspect of a planet; the time during which a planet exercise its influence over the life of a man.
[ ଦ୍ର—ଭିନ୍ନ ଭିନ୍ନ ଗ୍ରହ ଭିନ୍ନ ଭିନ୍ନ ମନୁଷ୍ୟର ଜାତକରେ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବାରୁ ସେମାନଙ୍କ ଦଶାର ଫଳ ମଧ୍ୟ ଭିନ୍ନ ଭିନ୍ନ ହୁଏ ]
- ୨. ଦୁର୍ଭାଗ୍ୟ (ହିନ୍ଦୀ - ଶବ୍ଦସାଗର) ୨. Bad luck.