Jump to content

ଗ୍ରହନିଗ୍ରହ

ଉଇକିଅଭିଧାନ‌ରୁ

ଗ୍ରହନିଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିପରୀତାର୍ଥ ସହଚର; ଗ୍ରହ+ନିଗ୍ରହ)

[ସମ୍ପାଦନା]
୧. ପୁରସ୍କାର ଓ ଦଣ୍ଡ — ୧. Reward and punishment.
୨. ଅନୁଗ୍ରହ ଓ ପ୍ରତିକୂଳତା — ୨. Favour and disfavour.