Jump to content

ଗ୍ରହଯୁଦ୍ଧ

ଉଇକିଅଭିଧାନ‌ରୁ

ଗ୍ରହଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରହ+ଯୁଦ୍ଧ)

[ସମ୍ପାଦନା]

(ଜ୍ୟୋତିଷ) ସୂର୍ଯ୍ୟସିଦ୍ଧାନ୍ତ ଅନୁସାରେ ବୁଧ, ବୃହସ୍ପତି, ଶୁକ୍ର, ଶନି ବା ମଙ୍ଗଳ ପରସ୍ପର ସହିତ ବା ଚନ୍ଦ୍ରଙ୍କ ସହିତ ଏକ ଶିରାରେ ଏପରି ମିଳନ, ଯହିଁରେ ଏକ ଗ୍ରହଦ୍ୱାରା ଅନ୍ୟ ଗ୍ରହ ଅଦୃଶ୍ୟ ହୋଇଯାଏ (ହିନ୍ଦୀ - ଶବ୍ଦସାଗର) — (Astronomy) The over clouding of one planet by another; a conjuction of two planets in such a manner that one of them is not visible to the earth.