Jump to content

ଗ୍ରହାଧାର

ଉଇକିଅଭିଧାନ‌ରୁ

ଗ୍ରହାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି କିମ୍ୱା ୬ଷ୍ଠୀ ତତ୍; ଗ୍ରହ+ଆଧାର=ଆଶ୍ରୟ)

[ସମ୍ପାଦନା]

ଧ୍ରୁବ ନକ୍ଷତ୍ର —The pole star.

[ ଦ୍ର—ଏହାକୁ କେନ୍ଦ୍ର କରି ଗ୍ରହ ମାନେ ଓ ନକ୍ଷତ୍ରମାନେ ଗତି କରୁଥିବାରୁ ]