Jump to content

ଗ୍ରହୀତା

ଉଇକିଅଭିଧାନ‌ରୁ

ଗ୍ରହୀତା

ଉଚ୍ଚାରଣ

[ସମ୍ପାଦନା]
(ଗ୍ରହୀତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗ୍ରହ୍ ଧାତୁ+କତ୍ତୃ. ତୃ; ୧ମା.୧ବ.)

[ସମ୍ପାଦନା]

ଗ୍ରହଣକାରୀ —Accepting; seizing.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଗ୍ରହଣକର୍ତ୍ତା —୧. Acceptor.
୨. ଋଣଗ୍ରହଣକାରୀ ବ୍ୟକ୍ତି; ଖାତକ —୨. A debtor.
୩. ଗ୍ରାହକ —୩. Subscriber.
୪. ଖରିଦଦାର —୪. Purchaser.
୫. (ଯେ ସ୍ତ୍ରୀର ପାଣି ଗ୍ରହଣ କରେ) ସ୍ୱାମୀ; ଘଇତା — ୫. Husband.