Jump to content

ଗ୍ରହୋପରାଗ

ଉଇକିଅଭିଧାନ‌ରୁ

ଗ୍ରହୋପରାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରହ+ଉପରାଗ)

[ସମ୍ପାଦନା]

ଗ୍ରହମାନଙ୍କୁ ଗ୍ରହଣ; ଗ୍ରହମାନଙ୍କ ଉପରେ ଅନ୍ୟ ଗ୍ରହ ବା ପୃଥିବୀର ଛାୟାପତନ —Eclipse of planets.