ଗ୍ରାପ୍ଳପ୍ଳାଣ୍ଟ
ଦେଖଣା
ଗ୍ରାପ୍ଳପ୍ଳାଣ୍ଟ
ଉଚ୍ଚାରଣ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଦକ୍ଷିଣ ଆଫ୍ରିକାର ବିଷାକ୍ତ ବୀଜବିଶିଷ୍ଟ ଗୁଳ୍ମବିଶେଷ —Grapple plant; Harpagophytum Lepto Corpum (a South African herb having the woody fruits armed with long hooked or barbed thorns causing great annoyance and even death to cattle when they adhere to the body of cattle.
[ ଦ୍ର—ଏ ଦକ୍ଷିଣ ଆଫ୍ରିକାରେ ଏକ ପ୍ରକାର ବିଷାକ୍ତ ଗଛ ଏଥିର ବୀଜକୋଷ ମଧ୍ୟରେ ଏକ ପ୍ରକାର ଆଙ୍କୁଶୀ କଣ୍ଟା ଥାଏ ଫଳମାନ ଗଛରୁ ଝଡ଼ି ଭୂମିରେ ପଡ଼ିଥାଏ ଓ ସେବାଟେ ଯିବା ପଶୁ— ମାନଙ୍କ ଖୁରାରେ ଲାଗିଗଲେ ଖୁରାରେ ବେଦନା ହୁଏ ଖୁରାର ବେଦନା କମାଇବା ପାଇଁ ଉକ୍ତ ପଶୁ ଖୁରାକୁ ଦେହରେ ଘଷିଲା— ମାତ୍ରକେ ସେ ବିଷାକ୍ତ କଣ୍ଟା ବାଜି ବେଦନା କରେ ଦେହର ବେଦନାକୁ କମାଇବାକୁ ଉକ୍ତ ପଶୁ ନିଜ ଦେହକୁ ଚାଟିଲେ ସେ କଣ୍ଟା ଦେହରୁ ଯାଇ ମୁହଁ ଓ ଜିଭରେ ଲାଗେ ଓ ଏହିପରି ପଶୁର ସର୍ବାଙ୍ଗ କଣ୍ଟକାବୃତ ଓ ବେଦନାଯୁକ୍ତ ହୋଇ ପଶୁଟି ବେଦନାରେ ଛଟପଟ ହୋଇ ମରିଯାଏ ]