ଗ୍ରାବୁ
ଏକ ପ୍ରକାର ତାସ ଖେଳ — A game at cards played by four players.
[ ଦ୍ର—ଏଥିରେ ୪ ଜଣ ଖେଳନ୍ତି ଓ ଛକ୍କା ବୋମ୍ ଧରାଯାଏ; ୨ ଜଣ ଖେଳିଲେ ତାକୁ ବିନତି ଖେଳ ବୋଲାଯାଏ ଓ ବିନ୍ତିରେ ପଞ୍ଜା ଧରାଯାଏ ]