Jump to content

ଗ୍ରାମକଣ୍ଟକ

ଉଇକିଅଭିଧାନ‌ରୁ

ଗ୍ରାମକଣ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+କଣ୍ଟକ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଗ୍ରାମର ଅନିଷ୍ଟ ଘଟାଏ —୧. (literally a village pest) a person who is a source of troubles to the whole village.
୨. ଚୁଗୁଲିଆ —୨. A talebearer; a backbiter.