ଗ୍ରାମଗତି
ଦେଖଣା
ଗ୍ରାମଗତି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରାମଗତ କର୍ମ)
[ସମ୍ପାଦନା]- ୧. ଗ୍ରାମ ପରିଚଳନା — ୧. Village management; village administration.
- ୨. ଗ୍ରାମ ପରିଚାଳନାସମ୍ୱନ୍ଧୀୟ ଯାବତୀୟ ବିଷୟ — ୨. Village affairs; matters affecting the village community.
ଦେଶଜ - ବିଶେଷଣ -
[ସମ୍ପାଦନା]ଗ୍ରାମଗତ (ଦେଖ) - Grāmagata (See)
ସକଳ ଗ୍ରାମଗତି କାର୍ଯ୍ୟ ପଞ୍ଚାତଙ୍କ ଉପରେ ଥିଲା କୃପାସିନ୍ଧୁ—ଇତିହାସ