Jump to content

ଗ୍ରାମଘାତୀ

ଉଇକିଅଭିଧାନ‌ରୁ

ଗ୍ରାମଘାତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଗ୍ରାମ+ହନ ଧାତୁ+କର୍ତ୍ତୃ. ଇନ୍; ୧ମା. ୧: ବ)

[ସମ୍ପାଦନା]
୧. ଗ୍ରାମଘାତକ (ଦେଖ) - ୧. Grāmaghātaka (See)
୨. ଗ୍ରାମର ଯେଉଁ ବ୍ୟକ୍ତି ଠାକୁରାଣୀଙ୍କ ପାଖ ବରାବର ବୋଦା ପକାଏ (ଜ୍ଞାନେଦ୍ର) — ୨. The village slaughterer; a person who slaughters the beasts offered as victims to the village Deity.