ଗ୍ରାମଘୋଷ
କ୍ଷୁଦ୍ର ଗୋପଗ୍ରାମ; ଗଉଡ଼ସାହି; ଗଉଡ଼ପଡ଼ା — A small hamlat of cowherds.
ବିଶେଷ କଟକ ଗ୍ରାମଘୋଷ ପକ୍ୱଶାଦି ତହିଁ ବାସେ ବସେ ଭଞ୍ଜ ବୈଦେହୀଶବିଳାସ