Jump to content

ଗ୍ରାମଟି

ଉଇକିଅଭିଧାନ‌ରୁ

ଗ୍ରାମଟି

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମଟିକା, ଗ୍ରାମଟୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗ୍ରାମ+କ୍ଷୁଦ୍ରାର୍ତ୍ତେଲୁଗୁ - ଟି)

[ସମ୍ପାଦନା]
୧. କ୍ଷୁଦ୍ର ଗ୍ରାମ — ୧. A small village; hamlet.
୨. ମନ୍ଦ ବା ଦୁରବସ୍ଥାଗ୍ରସ୍ତ ଗ୍ରାମ — ୨. A miserable village.

[ ଦ୍ର—କ୍ଷୁଦ୍ରାର୍ଥରେ ପୁଂଲିଙ୍ଗରେଟି ଓ ସ୍ତ୍ରୀଲିଙ୍ଗରେ ଟୀ ଓ ଟିକା କେତେକ ଶଦ୍ଦ ପରେ ପ୍ରୟୋଗ କରାଯାଏ; ତୁଳ ବଧୂଟୀ]