ଗ୍ରାମଠାକୁର
(ଘରଠାକୁର—ବିପରୀତ)
ଗ୍ରାମବାସୀମାନଙ୍କଦ୍ୱାରା ପୂଜିତ ଦେବ —The Deity worshipped by the whole body of villagers; the public Deity of a village.