ଗ୍ରାମଠାକୁରାଣୀ
ଦେଖଣା
ଗ୍ରାମଠାକୁରାଣୀ
ଉଚ୍ଚାରଣ
[ସମ୍ପାଦନା](ଘରଠାକୁରାଣୀ—ବିପରୀତ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଗ୍ରାମ+ଠାକୁର+ଓଡ଼ିଆ ପ୍ରତ୍ୟୟ ଆଣୀ)
[ସମ୍ପାଦନା]- ୧. ଗ୍ରାମଦେବତା (ଦେଖ) - — ୧. Grāmadebatā (See)
- ୨. ଗ୍ରାମବାସୀମାନଙ୍କଦ୍ୱାରା ପୂଜିତ ଦେବୀମୂର୍ତ୍ତି; ଗ୍ରାମରେ ପୃଜିତା ଦୁର୍ଗାମୂର୍ତ୍ତି —The Goddess worshipped by the whole body of villagers.
[ ଦ୍ର—ଗ୍ରାମର ସମସ୍ତ ଗ୍ରାମବାସୀମାନେ ଗ୍ରାମରେ ମନ୍ଦିରାଦି ନିର୍ମାଣ କରି ଯେଉଁ ଦୁର୍ଗା ଦେବତା ପୂଜା କରନ୍ତି ତାଙ୍କୁ ଗ୍ରାମଠାକୁରାଣୀ ବୋଲାଯାଏ ଗ୍ରାମର ଏକ ମୁଣ୍ଡରେ ଆବହମାନକାଳରୁ ପୂଜିତା ଦେବୀମୂର୍ତ୍ତିକୁ ଗ୍ରାମଦେବତୀ ବୋଲାଯାଏ]