ଗ୍ରାମଦୂତ
ଦେଖଣା
ଗ୍ରାମଦୂତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+ଦୂତ)
[ସମ୍ପାଦନା]- ୧. ଯେ ଗ୍ରାମର ସାମାଜିକ ସମ୍ୱାଦ ବହନ କରେ — ୧. A village messenger; a messenger who carries the news and invitations from. the villagers on social occasions.
- ୨. ଭଣ୍ଡାରି —୨. Village barber.
[ ଦ୍ର—ବିବାହ ବ୍ରତାଦି ଉପଲକ୍ଷରେ ନିମନ୍ତ୍ରଣ, ମୃତ୍ୱୁସମ୍ୱାଦ ଓ ମଙ୍ଖୁଳା ବୋଝ ଆଦି ଗ୍ରାମରେ ଭଣ୍ଡାରି ନିଆଅଣା କରୁଥିବାରୁ]