ଗ୍ରାମଦେବତୀ
ଦେଖଣା
ଗ୍ରାମଦେବତୀ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଗ୍ରାମଦେବତା)
[ସମ୍ପାଦନା]- ୧. ଗ୍ରାମଦେବତା (ଦେଖ) - ୧. Grāmadebatā (See)
ବାଟରେ ତତେ ଗ୍ରାମଦେବତୀ ରକ୍ଷା କରିବେ—ଫକୀରମୋହନ ଗଳ୍ପସ୍ୱଳ୍ପ
- ୨. (ବ୍ୟଙ୍ଗ) କୌଣସି ଅଞ୍ଚଳ ବା ସ୍ଥାନର ସ୍ଥାନୀୟ କର୍ତ୍ତୃପକ୍ଷ — ୨. (ironical) The local authorities of a locality.
- ୩. (ବ୍ୟଙ୍ଗ) ଗ୍ରାମର ରାଜକୀୟ ଶାସନ ସମ୍ପର୍କରେ ଯେଉଁ ନିମ୍ନ ପାହ୍ୟାର ରାଜକର୍ମଚାରୀମାନେ ସାକ୍ଷାତ୍ ସମ୍ୱନ୍ଧରେ ସମ୍ପୃକ୍ତ (ଯଥା—ଗ୍ରାମକ ଚଉକିଦାର, ଦଫାଦାର, ଇଉନିଅନ୍ ପ୍ରେସିଡେଣ୍ଟ୍, ସମବାୟ ସମିତିର ଶିର୍ପଞ୍ଚ୍) — ୩. (ironical) The lower order of public servants who are in direct touch with the villagers in public administration.