Jump to content

ଗ୍ରାମଦୌତ୍ୟ

ଉଇକିଅଭିଧାନ‌ରୁ

ଗ୍ରାମଦୌତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+ଦୌତ୍ୟ)

[ସମ୍ପାଦନା]

ଗ୍ରାମର ସଂବାଦ— ବହନ କର୍ମ —The work carrying messages of the village society.

[ ଦ୍ର—ଗ୍ରାମରେ ସାମାଜିକ ଅନୁଷ୍ଠାନ (ଯଥା—ବିବାହ, ବ୍ରତ, ମୃତ୍ୱୁ. ଜନ୍ମ, ବେଭାର , ସଙ୍ଖୁଳା, ମଉଳା ନିମନ୍ତ୍ରଣ, ଜୋଇଁ ନିମନ୍ତ୍ରଣ) ମାନଙ୍କ ଉପଲକ୍ଷରେ ଭଣ୍ଡାରିମାନେ ଗ୍ରାମବାସୀଙ୍କ ବନ୍ଧୂବାନ୍ଧବମାନଙ୍କ- ଠାକୁ ସଂବାଦ ଆଦି ନିଆଅଣା କରନ୍ତି]