Jump to content

ଗ୍ରାମଧର୍ମ

ଉଇକିଅଭିଧାନ‌ରୁ

ଗ୍ରାମଧର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବ. (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଗ୍ରାମ୍ୟ ବ୍ୟବହାର — ୧. Rustic behaviours.
୨. ଗ୍ରାମ ପ୍ରଚଳିତ ପ୍ରଥା — ୨. The observance or customs of a village (M.W.)

ତା ଗ୍ରାମଧର୍ମ କରି ତା ଲୋକେ ରଖନ୍ତି କୃଷ୍ଣସିଂହ. ମହାଭାରତ. ବନ

୩. ସ୍ତ୍ରୀସଙ୍ଗ; ମୈଥୁନ — ୩. Sexual intercourse with one's wife.