Jump to content

ଗ୍ରାମପୁରୋହିତ

ଉଇକିଅଭିଧାନ‌ରୁ

ଗ୍ରାମପୁରୋହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+ପୁରୋହିତ)

[ସମ୍ପାଦନା]
୧. ସମସ୍ତ ଗ୍ରାମବସୀଙ୍କର ପୁରୋହିତ — ୧. Village priest.
୨. ଯେଉଁ ବ୍ୟକ୍ତି ଧନ ଲୋଭରେ ଗ୍ରାମର ଯୋଗ୍ୟ ଓ ଅଯୋଗ୍ୟ ସମସ୍ତ ବ୍ୟକ୍ତିଙ୍କର ପୌରୋହିତ୍ୟ କରେ — ୨. A person who offers sacrifices and conducts ceremonies for every member of the community including unworthy persons, out of avarice (M.W.)

[ ଦ୍ର—ଏ ପତିତ ବାହ୍ମଣରୂପେ ଗଣ୍ୟ]